Jump to content

ପୁଲୋମଜା

ଉଇକିଅଭିଧାନ‌ରୁ

ପୁଲୋମଜା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପୁଲୋମନ୍+ଜନ୍ ଧାତୁ+ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ଶଚୀ; ପୁଲୋମ ନାମକ ଦୈତ୍ୟର କନ୍ୟା; ଇନ୍ଦ୍ରପତ୍ନୀ — Sachī (the official and traditional) wife of God Indra.