ପୁଲୋମା
ଭୃଗୁଙ୍କ ପତ୍ନୀ ଓ ଚ୍ୟବନ ଋଷିଙ୍କ ମାତା —The wife of sage Bhṛugu and mother of Chyabana.
[ଦ୍ରଷ୍ଟବ୍ୟ —ଏ ବୈଶ୍ୱାନର ନାମକ ଦୈତ୍ୟର କନ୍ୟା ଥିଲେ ]