ଫୁଲ୍ସ୍କାପ୍
ଦେଖଣା
(ପୁଲ୍ସ୍କାପ୍ରୁ ଲେଉଟି ଆସିଛି)
ପୁଲ୍ସ୍କାପ୍
ଉଚ୍ଚାରଣ
[ସମ୍ପାଦନା]ଫୁଲ୍ସକେପ୍, ପୁଲିସ୍କା (କେ)ପ୍ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଦୁଷ୍ଟ ଛାତ୍ରମାନଙ୍କୁ ଦଣ୍ଡ ଓ ଲଜ୍ଜା ଦେବା ନିମନ୍ତେ ପିନ୍ଧାଇବା ଅପମାନସୂଚକ ଟୋପି; ଗଧ ଟୋପି — ୧. A ludicrous cap which a wicked student is made to put on as an insulating punishment.
- ୨. ୧୬: ଇଞ୍ଚ x ୧୩: ଇଞ୍ଚ ଆକାରର କାଗଜ — ୨. Foolscap paper.
[ଦ୍ରଷ୍ଟବ୍ୟ —ଏହାର ଫର୍ଦ୍ଦକୁ ମଝିରୁ ଠିଆ ବାଗରେ ଭଙ୍ଗିଦେଲେ ପ୍ରତି ଫାଳରଆକାର ୮ ଇଞ୍ଚ x ୧୩: ଇଞ୍ଚ ହୁଏ]