ପୁଳା
ଦେଖଣା
ପୁଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଳ୍ ଧାତୁ+ ଆ)
[ସମ୍ପାଦନା]- ୧. ପୁଳାୟିତ (ଦେଖ) - ୧. Puḻāyita (See)
- ୨. ଘଣ୍ଟିକା —୨. The soft palate; uvula (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଳ)
[ସମ୍ପାଦନା]- ୧. ମେଞ୍ଚା; ହାତର ମୁଠା ଥିବା ପାଟିରେ ଏକାଥରକେ ଯେତେ ପରିମିତ ବସ୍ତୁ ସମ୍ଭାଏ — ୧. A quantity of some thing which can be grasped at a time by the mouth or hand.
- ୨. ଥରେ କାମୁଡ଼ି କରି ଯେତେ ପରିମିତ ବସ୍ତୁ ନିଆଯାଇ ପାରେ — ୨. The quantity which can be taken or bitten at one bite.
- ୩. ଏକ କବଳ ପରିମାଣ — ୩. One mouthful of a thing.
- ୪. ଏକମୁଠା ପରିମାଣ —୪. One handful.
- ୫. ଏକକୁଣ୍ଢ ପରିମାଣ —୫. One armful.
- ୬. ତାଡ଼ା; ଗୋଚ୍ଛା; ବିଡ଼ା — ୬. Cluster, bundle; sheaf.
- ୭. ମେଞ୍ଚା —୭. Lump.