Jump to content

ପୁଳାଇବା

ଉଇକିଅଭିଧାନ‌ରୁ

ପୁଳାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପୁଳ୍ ଧାତୁ)

[ସମ୍ପାଦନା]
୧. 'ପୁଳିବା'ର ଣିଜନ୍ତରୂପ — ୧. The causative of Puḷibā ; to cause something to increase in huge measure.
୨. ପୃଥକ୍ ପୃଥକ୍ ପୁଳାରେ ରଖିବା — ୨. To divide and put in separate bundles.
୩. ହାତରେ ଏକ ଏକ ମୁଠା କରି ଛିଣ୍ଡାଇବା — ୩. To pluck or pull a thing by successive clasps od the palm.