ପୁଳାଏ
ଦେଖଣା
ପୁଳାଏ
ଉଚ୍ଚାରଣ
[ସମ୍ପାଦନା](ପୁଳିଏ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]- ୧. ଏକପୁଳା ମାତ୍ର — ୧. One mouthful or handful only.
- ୨. ମେଞ୍ଚାଏ —୨. A lump of.
- ୩. ଏକ ଗୋଚ୍ଛା —୩. A bunch of.
- ୪. ଥୋଡ଼ାଏ; ପର୍ଯ୍ୟାପ୍ତ — ୪. A big quantity or lump of.
(ଯଥ—ତା ହାତରେ ପୁଳାଏ ଧନ ପଡ଼ି ଗଲାରୁ ସେ ଏତେ ବାଲିଙ୍ଗି ବାହାର କରୁଅଛି)