ପୁଳାକ
ଦେଖଣା
ପୁଳାକ
ଉଚ୍ଚାରଣ
[ସମ୍ପାଦନା](ପୁଳିକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପୁଳ୍ ଧାତୁ+ଅକ)
[ସମ୍ପାଦନା]- ୧. ଶସ୍ୟହୀନ ଧାନ; ଅଗାଡ଼ି — ୧. Shrivelled grain; empty grain; grainless; paddy; chaff.
- ୨. ଭାତର ପିଣ୍ଡୁଳା; ଭକ୍ତ ଗୁଳିକା — ୨. A ball of boiled rice.
- ୩. ସଂକ୍ଷେପ —୩. Abridgement; abbreviation; compendium.
- ୪. ଦ୍ରୁତତ୍ୱ; କ୍ଷିପ୍ରତା —୪. Celerity; despatch.
- ୫. ଚାଉଳଧୁଆ ପାଣି —୫. Rice water.
- ୬. ଅଳ୍ପତ୍ୱ —୬. Smallness.
- ୭. ପେଜ (ହିନ୍ଦୀ - ଶ.) — ୭. Water sifted from boiled rice.
- ୮. ଭାତ (ହିନ୍ଦୀ - ଶ.) —୮. Boiled rice.
- ୯. ମାଂସୋଦନ; ପଲାଉ (ହିନ୍ଦୀ - ଶ.) — ୯. Rice boiled with meat.
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ପୁଳାଏ (ଦେଖ) - Puḻāe (See)