Jump to content

ପୁଳାୟିତ

ଉଇକିଅଭିଧାନ‌ରୁ

ପୁଳାୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁଳ୍ ଧାତୁ ଆ+ତ)

[ସମ୍ପାଦନା]
୧. ଘୋଡ଼ାର ମନ୍ଦ ଦଉଡ଼; ଦୁଲ୍କୀ —୧. Canter or trot of a horse; a horse's gallop.
୨. ଘାସ ବା ଶସ୍ୟର ଗୋଛା — ୨. A sheaf of corn of grass.