ପୁଳା ପୁଳା
ଦେଖଣା
ପୁଳା ପୁଳା
ଉଚ୍ଚାରଣ
[ସମ୍ପାଦନା]ପୁଳାକୁପୁଳା, ପୁଳାପୁଳା କରିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ
[ସମ୍ପାଦନା]- ୧. ଉପର୍ଯ୍ୟୁପରି ଥରକୁଥର କାମୁଡ଼ିବା ପ୍ରକାରେ — ୧. By successive bites.
- ୨. ଏକାଥରକେ ହାତରେ ଯେତେ ନେଇ ହେବ ଏହିପରି ବହୁବାର — ୨. By handfuls.
- ୩. ଗୋଛା ଗୋଛା କରି —୩. By sheaves.
- ୪. କଳ କଳ କରି —୪. By mouthfuls.
- ୫. ଗଦା ଗଦା କରି —୫. In lumps.