Jump to content

ପୁଷକାଁ ଆଁଳ

ଉଇକିଅଭିଧାନ‌ରୁ

ପୁଷକାଁ ଆଁଳ

ଉଚ୍ଚାରଣ

[ସମ୍ପାଦନା]

ପୁଷ କାହା(ହା)ଳ,ପୁଷୁ କା(କା)ଆ(ଆଁ)ଳ,ପୁଷକାହା(ହା)ଳଅନ୍ୟରୂପ

(ସଂସ୍କୃତ - ପୌଷ+କାମଲ)

[ସମ୍ପାଦନା]

ପୁଷ ମାସରେ କରିବା ଓ ସମୟ ସମୟରେ ଦେଖାଯିବା ମେଘୁଆ ବା କୁହୁଡ଼ିଆ ପାଗ — Cloudy or foggy weather sometimes appearing inthe month of Pous.