ପୁଷା
ଦେଖଣା
ପୁଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୁଷ୍ ଧାତୁ+ଭାବ. ଅ+ଆ)
[ସମ୍ପାଦନା]- ୧. ପୋଷଣ; ପାଳନ — ୧. Cherising; bringing up.
- ୨. ଲାଙ୍ଗଳିକୀ ଗଛ; ଲହଲାଙ୍ଗଳିଆ ଗୁଳ୍ମ — ୨. A poisionous plant; wolfs bace; Aconitum Napellus.
ପ୍ରାଦେଶିକ - (ସମ୍ୱଲପୁର ଓ ବାଲେଶ୍ୱର)ବି
[ସମ୍ପାଦନା]ପୁଷା ପୁଅ (ଦେଖ) - — Pushā pua (See).
ବିଶେଷଣ -
[ସମ୍ପାଦନା]ପୋଷା; ପାଳିତ —Brought up.