Jump to content

ପୁଷ୍କରିଣୀ

ଉଇକିଅଭିଧାନ‌ରୁ

ପୁଷ୍କରିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୁଷ୍କର= ପଦ୍ମ; ଜଳ ଆଦି+ଇନ୍+ସ୍ତ୍ରୀ ଈ)

[ସମ୍ପାଦନା]
୧. ପୋଖରୀ; ସରୋବର; ଜଳାଶୟ — ୧. Tank; pond.
୨. ଶତଧନୁ ବା ୪ ହାତ ପରିମିତ ସମଚତୁରସ୍ର ଜଳାଶୟ — ୨. A square tank measuing ୨୦୦ yards each side.

[ଦ୍ରଷ୍ଟବ୍ୟ —ପୁଷ୍କରିଣୀର ପାଞ୍ଚଗୁଣ ଆକାରବିଶିଷ୍ଟ ଜଳାଶୟକୁ ତଡ଼ାଗ ବୋଲାଯାଏ]

୩. ହ୍ରଦ; ଅକୃତ୍ରିମ ଜଳାଶୟ —୩. A lake.
୪. ସରୋଜିନୀ; ପଦ୍ମପୋଖରୀ — ୪. A tank full of lotuses.
୫. ହସ୍ତିନୀ; ହାତୁଣୀ —୫. A she-elephant.
୬. ସ୍ଥଳପଦ୍ମ —୬. Habiscus mutabilis (flower).
୭. ପଦ୍ମିନୀ; ପଦ୍ମନାଡ଼ —୭. The stalk of lotus.
୮. ପୁଷ୍କର ମୂଳ ଔଷଧି —୮. An medicinal root.
୯. କୁଢ଼ ନାମକ ଔଷଧି —୯. Costus speciotus.