ପୁଷ୍କର ମୂଳ
ଦେଖଣା
ପୁଷ୍କର ମୂଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଷ୍କର ମୂଳ
|
ଅନୁବାଦ
[ସମ୍ପାଦନା]ପୁଷ୍କର ମୂଳ
|
ଗୁ ପୋକର ମୂଲ ମ. ପୁଷ୍କର ମୂଲ |
(ପୁଷ୍କର ଜଟା, ପୁଷ୍କର ଶିଫା, ପୁଷ୍ପରାଗ୍ୟ, ପୁଷ୍ପରାହ୍ୱୟ, ପୌଷ୍କର, ପଦ୍ମପତ୍ର, କାଶ୍ମୀର, ପୁଷ୍କର ସାଗର—ଅନ୍ୟ ସଂସ୍କୃତ - ନାମ)
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟଶାସ୍ତ୍ର)
[ସମ୍ପାଦନା]ପୁଷ୍କର ଦେଶୀୟ ଔଷଧିବିଶେଷ; କାଶ୍ମୀର ଦେଶ ପ୍ରସିଦ୍ଧ ପାତାଳ ପଦ୍ମିନୀ — The root of Alpotaxis Auriculata.
[ଦ୍ରଷ୍ଟବ୍ୟ —ବାୟୁ, କଫ, ଶ୍ୱାସ, ଶୋଥ, ଅରୁଚି ବାତଶ୍ଳୈଷ୍ମିକଜ୍ୱର ଓ ପାଣ୍ଡୁ ରୋଗରେ ଏହା ଉପକାରୀ ଏହାର ଅଭାବରେ କୁଢ଼ ବ୍ୟବହାର କରାଯାଏ]