Jump to content

ପୁଷ୍କଳ

ଉଇକିଅଭିଧାନ‌ରୁ

ପୁଷ୍କଳ

ଉଚ୍ଚାରଣ

[ସମ୍ପାଦନା]
(ପୁଷ୍କଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପୁଷ୍ ଧାତୁ+କଳ)

[ସମ୍ପାଦନା]
୧. ଉତ୍କୃଷ୍ଟ; ଶ୍ରେଷ୍ଠ — ୧. Excellent; chief; eminent; principal.
୨. ପ୍ରଚୁର; ପ୍ରର୍ଯ୍ୟାପ୍ତ — ୨. Plentiful; Plenteous; abundant.
୩. ପରିପୂର୍ଣ୍ଣ —୩. Full; filled; rich; complete.
୪. ଶୁଭ; ହିତ —୪. Good; beneficial; salutary.
୫. ସଦ୍ଗୁଣବିଶିଷ୍ଟ —୫. Possed of good qualities.
୬. ବହୁ —୬. Many; much.
୭. ଉପସ୍ଥିତ; ବର୍ତ୍ତମାନ (ହିନ୍ଦୀ - ଶ.) —୭. Present.
୮. ପବିତ୍ର (ହିନ୍ଦୀ - ଶ.) —୮. Pure.

ବିଶେଷ୍ୟ -

[ସମ୍ପାଦନା]
୧. ଶସ୍ୟ ପରିମାଣପାତ୍ରବିଶିଷ; ପସୁରୀ; ପାଞ୍ଚସେର ପରିମିତ; ୬୪: ପୋଷ ବା ୮ କୁଞ୍ଚା ପରିମାଣ —୧. A measure of corn; ୬୪ handfuls or ୫ seers.
୨. ଗ୍ରାସ ଚତୁଷ୍ଟୟାମତ୍ମିକା ଭିକ୍ଷା; ଯେତିକିରେ ମନୁଷ୍ୟ ଚାରିଗୁଣ୍ଡା ଭାତ ଖାଇ ପାରିବ ସେତିକି ପରିମାଣ ଭିକ୍ଷାନ୍ନ — ୨. A quantity of alms to the extent of four mountain of holding up the universe.
୪. ପୁଷ୍କରତୀର୍ଥ (ଦେଖ) - —୪. Pushkara tīrtha (See)
୫. ବରୁଣଙ୍କର ଏକ ପୁତ୍ର — ୫. One of the sons of God Baruṇa.
୬. ଭରତ ରାଜାଙ୍କ ଦୁଇ ପୁତ୍ର ମଧ୍ୟରୁ ଏକତର —୬. Name of one of the two sons of king Bharata.

ତକ୍ଷ ପୁଷ୍କଳ ବେନି ଭାଇ ଭରତ ପତ୍ନୀ ଗର୍ଭେ ହୋଇ—ଜଗନ୍ନାଥ. ଭାଗବତ


୭. ଅସୁର ବିଶେଷ (ହିନ୍ଦୀ - ଶ.) — ୭. Name of a demon.
୮. ଏକ ପ୍ରକାର ଢୋଲ (ହିନ୍ଦୀ - ଶ.) — ୮. A kind of drumb.
୯. ଏକପ୍ରକାର ବୀଣା (ହିନ୍ଦୀ - ଶ.) —୯. A kind of harp.
୧. ଶିବ (ହିନ୍ଦୀ - ଶ) —୧୦. Ṡiba.