Jump to content

ପୁଷ୍କଳାବତୀ

ଉଇକିଅଭିଧାନ‌ରୁ

ପୁଷ୍କଳାବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭରତ ରାଜାଙ୍କ ପୁତ୍ର ପୁଷ୍କଳଙ୍କଦ୍ୱାରା ସ୍ଥାପିତ ପଞ୍ଜାବ ଅନ୍ତର୍ଗତ ପ୍ତାଚୀନ ନଗରୀ —Name of an acient town in Punjab founded by Pushkaḻa the son of king Bharata.

[ଦ୍ରଷ୍ଟବ୍ୟ —ଏହା ଗାନ୍ଧାର ଦେଶର ପ୍ରାଚୀନ ରାଜଧାନୀ ବିଷ୍ଣୁପୁରାଣରେ ଲେଖା ଅଛି ଯେ ଏହାକୁ ଭରତଙ୍କ ପୁତ୍ର ପୁଷ୍କଳନ ସ୍ଥାପନ କରିଥିଲେ ସିକନ୍ଦରଙ୍କ ଭାରତ ଆକ୍ରମଣ ସମୟରେ ଏ ନଗରୀ ଥିଲା ଏରିଅନ୍ ଆଦି ଗ୍ରୀକ୍ ଲେଖକ ମାନେ ପେକୁକେଲ, ପ୍ୟୁକୋଲୈଟିସ୍ ନାମରେ ଏହାକୁ ଉଲ୍ଲେଖ କରିଅଛନ୍ତି ଏହାକୁ ଖ୍ରୀଷ୍ଟୟ ୭ମ ଶତାଦ୍ଦୀରେ ଭାରତକୁ ଆସିଥିବା ଚୀନ୍ ପରିବ୍ରାଜକ ହୁଏନ୍ସାଂ ଦେଖିଥିଲେ ଓ ଏଠାରେ ଗୁଡ଼ିଏ ହିନ୍ଦୁ ଦେବମନ୍ଦିର ଓ ବୌଦ୍ଧସ୍ତୂପ ଥିବାର ଲେଖିଅଛନ୍ତି ପେଶବାରର ୯ କୋଶ ଉତ୍ତରରେ ସ୍ୱାତ ଓ କାବୁଲ ନଦୀର ସଙ୍ଗମସ୍ଥଳରେ ଥିବା ଆଧୁନିକ ହସ୍ତନଗର ଗ୍ରାମର ସ୍ଥାନର ଏକ ନଗର ଥିଲା—ହିନ୍ଦୀ - ଶ]