Jump to content

ପୁଷ୍ଟ

ଉଇକିଅଭିଧାନ‌ରୁ

ପୁଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ପୁଷ୍ଟା—ସ୍ତ୍ରୀ) (ପୁଷ୍ଟତା, ପୁଷ୍ଟି—ବି) 

ସଂସ୍କୃତ - ବିଶେଷଣ - (ପୁଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପ୍ରତିପାଳିତ — ୧. Brought up; maintained; nourished; cherished; supported.
୨. ସ୍ଥୂଳ; ମୋଟା —୨. Fat; corpulent.
୩. ଯାହାକୁ ଖାଦ୍ୟଦ୍ୱାରା ସ୍ଥୂଳକାୟ କରାଯାଇଥାଏ — ୩. Fattened.
୪. ବୃଦ୍ଧିଯୁକ୍ତ —୪. Thrived.
୫. ଦଗ୍ଧ —୫. Burnt.
୬. ପରିପୁଷ୍ଟ; ସୁପରିଣତ —Well developed.

[ଦ୍ରଷ୍ଟବ୍ୟ —ଏହି ଶଦ୍ଦ ଅନ୍ୟ କେତେକ ଶଦ୍ଦ ପରେ ବ୍ୟବହୃତ ହୁଏ; ଯଥା—ଅନ୍ନପୁଷ୍ଟ; କାକପୁଷ୍ଟ; ପରପୁଷ୍ଟ; ହୃଷ୍ଟପୁଷ୍ଟ; ପରାନ୍ନପୁଷ୍ଟ; ଇତ୍ୟାଦି]

୭. (କର୍ତ୍ତୃ. ତ) ବଳବର୍ଦ୍ଧକ; ପୋଷଣକାରୀ (ହିନ୍ଦୀ - ଶ) — ୭. Nourishing.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ସଂସ୍କୃତ - ପୃଷ୍ଠର ଅଶୁଦ୍ଧ ଉଚ୍ଚାରଣ) ପିଠି ପାଖ — Back; back side.

ଗ୍ରାମ୍ୟ - ବିଣ—(ସଂସ୍କୃତ - ସ୍ପଷ୍ଟର ଅଶୁଦ୍ଧ ଉଚ୍ଚାରଣ)

[ସମ୍ପାଦନା]
୧. ସ୍ପଷ୍ଟ — ୧. Clear.
୨. ଭଲ; ଉତ୍ତମ —୨. Good.
୧. ଓ ୨—ଚାଲ ହେ ଗାନ୍ଧାରୀ ବିଦୁର ଧୃତରାଷ୍ଟ୍ର ତିନିଙ୍କ ପଚାରିବା କେଉଁ କଥା ପୃଷ୍ଟ କବିସୂର୍ଯ୍ୟ ମହାଭାରତ ଶଲ୍ୟ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁ, (ହିନ୍ଦୀ - ଶ) —Bishṇu.