ପୁଷ୍ଟି
ଦେଖଣା
ପୁଷ୍ଟି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି— (ପୁଷ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ପୋଷଣ; ପ୍ରତିପାଳନ — ୧. Nourishment.
- ୨. ପରିଣତି —୨. Development.
- ୩. ବୃଦ୍ଧି; ଉନ୍ନତି —୩. Thriving; flourshing; increase; prosperity; growth.
- ୪. ପ୍ରଚରତା; ପର୍ଯ୍ୟାପ୍ତି —୪. Abundance.
- ୫. ପୂର୍ଣ୍ଣତା —୫. Fullness.
- ୬. ଅଶ୍ୱଗନ୍ଧା ଗଛ — ୬. Physalis Flexuosa (plant).
- ୭. ଷୋଡ଼ଷ ମାତୃକାରୁ ଏକତମା —୭. One of the ୧୬ nourishing she-Deities of the creation.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଣିଆ, ତେଲି ପ୍ରଭୁତି ବ୍ୟବସାୟ ବୃଦ୍ଧିଯିବି ଜାତିଙ୍କ ବଂଶୋପାଧିବିଶେଷ —A family title of goldsmith. or oilman cast among Hindus.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅଶୁଦ୍ଧ ରୂପେ 'ପୁଷ୍ଟି' ବା 'ପୃଷ୍ଠି' ବୋଲି କେତେକ ଲେଖନ୍ତି]