Jump to content

ପୁଷ୍ଟିକର

ଉଇକିଅଭିଧାନ‌ରୁ

ପୁଷ୍ଟିକର

ଉଚ୍ଚାରଣ

[ସମ୍ପାଦନା]

ପୁଷ୍ଟିକାରକ, ପୁଷ୍ଟିଦ, ପୁଷ୍ଟିଦାତା, ପୁଷ୍ଟିପ୍ରଦ,ଅନ୍ୟରୂପ

ସଂସ୍କୃତ - ବିଣ—(ପୁଷ୍ଟି+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବୃଦ୍ଧିକାରକ, ବଳପ୍ରଦ, ଯାହା ଶରୀରରୁ ପୁଷ୍ଟ କରାଏ — ୧. Nourshining; nutritious; causing growth.
୨. ଉନ୍ନତି କାରକ — ୨. Producing prosperity.