ପୁଷ୍ପକ
ଦେଖଣା
ପୁଷ୍ପକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୁଷ୍ପ+କ)
[ସମ୍ପାଦନା]- ୧. କୁବେରଙ୍କ ରଥ — ୧. The chariot of God Kubera.
- ୨. ଆଖିର ଫୁଲା ରୋଗ —୨. Leucoma.
- ୩. ସୀସା —୩. Lead.
- ୪. ହୀରାକଷ —୪. Green vitriol; iron sulphate.
- ୬. ସୁରୁମା; ରସାଞ୍ଜନ — ୬. Antimony; collyrium.
- ୭. ରତ୍ନ ନିର୍ମିତ କଙ୍କଣ —୭. A bracelet of jewels.
ବଇ ଶ୍ରବଣକୁ କିଣିବେ ପୁଷ୍ପକି ମଣ୍ଡନେ ହୋଇ ସରଣୀ ଭଞ୍ଜ, ବୈଦେବୀଶୀବିଳାସ
- ୭. ପିତ୍ତଳ —୭. Brass.
- ୮. ମାଟି ଉମ୍ଭେଇ — ୮. A earthen fire-pan.
=== ଦେଶଜ - ବିଶେଷ୍ୟ -
ଫୁଲ —Flower.
ବୋଲେ ବୋଲଇ ଏ ପୁଷ୍ପକ ପୁଷ୍ପକ ତୋଳି ପିଙ୍ଗିକି ସରାଣୀ ଭଞ୍ଜ, ବୈଦେହୀଶବିଳାସ
ବିଶେଷଣ -
[ସମ୍ପାଦନା]ମୃତ; ବିନାଶପ୍ରାପ୍ତ ===
ବସାଇଣ ଆମନେ ଭାବେ ପୁଷ୍ପକ ବିମାନେ ପୁଷ୍ପକ ହେବାର ମନେ ଅନର ଯୁଦ୍ଧେ— ଭଞ୍ଜ. ବୈଦେହୀଶବିଳାସ