Jump to content

ପୁଷ୍ପଦନ୍ତ

ଉଇକିଅଭିଧାନ‌ରୁ

ପୁଷ୍ପଦନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ବାୟୂକୋଣସ୍ଥ ଦିଗ୍ ଗଜ — ୧. The legendary elephant guarding the N.W. quarters.
୨. ଶିବଙ୍କର 'ମହିମ୍ନଃ ସ୍ତବ' ରଚୟିତା ଗନ୍ଧର୍ବିଶେଷ — ୨. name of an arieal being who is the author of a famous hymn addressed to Ṡiba.

[ଦ୍ରଷ୍ଟବ୍ୟ —ଶିବାନୁଚର ଗନ୍ଧର୍ବରାଜ ଦିନେ ଲୁଚି ମହାଦେବ ଓ ପାର୍ବତୀଙ୍କୁ ବିଶ୍ରମ୍ଭାଳପ ଶୁଣୁଥିବା ଅପରାଧରୁ ମହାଦେବଙ୍କ ଅଭିଶାପରେ ମର୍ତ୍ତ୍ୟରେ କବି କରରୁଚି ରୂପରେ ଜନ୍ମଗ୍ରହଣ କଲେ ଦୁର୍ଗାଙ୍କ ସଖୀ ଜୟା ଏହାଙ୍କ ସ୍ତ୍ରୀ ଏ ଶିବ ନିର୍ମାଲ୍ୟ ଲଘଂନ କରିବା ଦୋଷରୁ ଗନ୍ଦର୍ବତ୍ୱ ହରାଇଥିଲେ ଏବଂ ମହିମ୍ନଃ ସ୍ତବ ରଚନାପୂର୍ବକ ତାହା ଗାନ କରି ମହାଦେବଙ୍କୁ ପ୍ରସନ୍ନ କରାଇ ପୁଣି ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ ଏହି ସ୍ୱ ଓଡ଼ିଶାରେ ମହିମ୍ନ ନାମରେ ପ୍ରସିଦ୍ଧ ଏହି ସ୍ତବର ପ୍ରଥମ ଶ୍ଳୋକର ଆଦ୍ୟ ଶଦ୍ଦ୍'ମହିମନଃ ପାରଂ ତେ']

୩. ନାଗବିଶେଷ —୩. Name of a legendary serpent.