Jump to content

ପୁଷ୍ପପତ୍ର

ଉଇକିଅଭିଧାନ‌ରୁ

ପୁଷ୍ପପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୁଷ୍ପ+ପତ୍ର)

[ସମ୍ପାଦନା]
୧. ଫୁଲର ଫାଖୁଡ଼ା ୧. The petals of a flower.
୨. (ଦ୍ୱନ୍ଦ) ଫୁଲ ଓ ପତ୍ର — ୨. The flower and the leaf.