ପୁଷ୍ପହୀନ
ଦେଖଣା
ପୁଷ୍ପହୀନ
ଉଚ୍ଚାରଣ
[ସମ୍ପାଦନା](ପୁଷ୍ପହୀନା—ସ୍ତ୍ରୀ)
ସଂସ୍କୃତ - ବିଣ—(୩ୟା ତତ୍; ପୁଷ୍ପ+ହୀନ)
[ସମ୍ପାଦନା]- ୧. ପୁଷ୍ପ ବର୍ଜିତ — ୧. Flowerless; destitute of flowers.
- ୨. ଅପୁଷ୍ପକ ଯହିଁରେ ଫୁଲ ଫୁଟେ ନାହିଁ —୨. Having no flowers; which does not bear flowers; not flowering.
ବିଶେଷ୍ୟ -
[ସମ୍ପାଦନା]ଡିମ୍ୱିରି —Ficus Hispida; the fig tree.