Jump to content

ପୁଷ୍ପାର୍କ

ଉଇକିଅଭିଧାନ‌ରୁ

ପୁଷ୍ପାର୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଫୁଲରୁ କଢ଼ା ହେବା ଅରଖ —Essence distilled them certain flowers by putting them inside the petals of screwpine.

[ଦ୍ରଷ୍ଟବ୍ୟ —ସେବତୀ. ପଦ୍ମ, ବାସନ୍ତୀ, ଗୋଲାପ, ଚମେଲୀ, ଯୂଇ, ଚମ୍ପା, ବଉଳ, କଦମ୍ୱ ପ୍ରଭୃତି ଫୁଲର ପାଖୁଡ଼ାକୁ କେତକୀ ଫୁଲର କାଖୁଡ଼ା ମଧ୍ୟରେ ପୂରାଇ ଯଥାବିଧି ଅରଖ ବା ନିର୍ଯ୍ୟାସ ବାହାର କରାଯାଏ]

ଏହା ଧ୍ୱଜଭଙ୍ଗ, ଯକ୍ଷ୍ମା ଆଦି ରୋଗରେ ବିଶେଷ ଉପକାରୀ]