ପୁଷ୍ପିକା
ଦେଖଣା
ପୁଷ୍ପିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଷ୍ପ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଦନ୍ତମଳ — ୧. The tartar of the teeth.
- ୨. ଲିଙ୍ଗମଳ; ଗେନ୍ଧା —୨. The mucus of the glans peins or urethra.
- ୩. ଝିଲ୍ଲୀ ବା ଝିଣ୍ଟିକାବିଶେଷ — ୩. A kind of cricket or grasshopper.
- ୪. ଗ୍ରନ୍ଥର ଅଧ୍ୟାୟ ଶେଷରେ ବା ଗୀତ ଶେଷରେ ଗ୍ରନ୍ଥକାରଙ୍କ ନିଜର ପରିଚୟ ସୂଚକ ବାକ୍ୟ; ଭଣିତା —୪. The peroration or concluding portion of an essay or song containing biographical allusion of the author himself.