Jump to content

ପୁଷ୍ପିତାଗ୍ରା

ଉଇକିଅଭିଧାନ‌ରୁ

ପୁଷ୍ପିତାଗ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଂସ୍କୃତ ଛନ୍ଦୋବିଶେଷ — Name of Sanskrit metre.

[ଦ୍ରଷ୍ଟବ୍ୟ —ଏଥିରେ ୧ମ ଓ ୩ୟ ଚରଣରେ ୧୨: ଅକ୍ଷର ଓ ୨ୟ ଓ ୪ର୍ଥ ଚରଣରେ ୧୩: ଅକ୍ଷର ଥାଏ ଲକ୍ଷଣ ଯଥା— ଅଯୁଜି ନଯୁଗ ରେଫତୋ ଯକାରୋ ଯୁଜି ଚ ନଜୌ ଜରଗାଶ୍ଚ ପୁଷ୍ପିତାଗ୍ରା— ଛନ୍ଦୋମଞ୍ଜରୀ]