Jump to content

ପୁଷ୍ପୀ

ଉଇକିଅଭିଧାନ‌ରୁ

ପୁଷ୍ପୀ

ଉଚ୍ଚାରଣ

[ସମ୍ପାଦନା]
(ପୁଷ୍ପିନୀ—ସ୍ତ୍ରୀ) 

ସଂସ୍କୃତ - ବି—(ପୁଷ୍ପ+ଅଛି ଅର୍ଥେରେ ଇନ୍; ୧ମା. ୧ବ)

[ସମ୍ପାଦନା]

ପୁଷ୍ପଯୁକ୍ତ; ପୁଷ୍ପିତ —Flowering; bearing flowers.