Jump to content

ପୁଷ୍ପୋତ୍ସବ

ଉଇକିଅଭିଧାନ‌ରୁ

ପୁଷ୍ପୋତ୍ସବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ପୁଷ୍ପଦର୍ଶନୋପଲକ୍ଷେ ଉତ୍ସବ)

[ସମ୍ପାଦନା]
୧. ବାଳିକାର ପ୍ରଥମ ରଜୋଦର୍ଶନ ଉପଲକ୍ଷରେ କରାଯିବା ଉତ୍ସବବିଶେଷ —୧. A ceremony observed at the first menstruatuion of a girl
୨. ଫୁଲଦ୍ୱାରା କ୍ରୀଡ଼ା ବା ଉତ୍ସବ — ୨. A sporting with flowers; a flower-show
୩. ଆଶୀର୍ବାଦ ଘର —୩. Remarriage ceremony; consummation of marriage.

ସେ ବିପ୍ର ପୁଷ୍ପେ ତ୍ସବ ଥାଶେ ପତ୍ନୀ ଅଣାଇ ଗୃହ ବାସେ ଜଗନ୍ନାଥ. ଭାଗବତ