ପୁଷ୍ପ କରଣ୍ଡକ
ଦେଖଣା
ପୁଷ୍ପ କରଣ୍ଡକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ; ପୁଷ୍ପ ରଖିବା ପାଇଁ ବ୍ୟବହୃତ କରଣ୍ଡକ)
[ସମ୍ପାଦନା]- ୧. ଫୁଲ ଚାଙ୍ଗଡ଼ା; ଫୁଲ ଡାଲା —୧. A tray of flowers; a basket of flowers.
- ୨. ଅବନ୍ତୀ ବା ଉଜ୍ଜୟୁନୀ ନଗରସ୍ଥ ମହାକାଳ ନାମକ ଶିବଲିଙ୍ଗଙ୍କର ପ୍ରସିଦ୍ଧ ଉଦ୍ୟାନ —୨. The garden belonging to the Deity Mahākāḻa in Ujjayinī (N.W. Indiā)