Jump to content

ପୁଷ୍ପ କୀଟ

ଉଇକିଅଭିଧାନ‌ରୁ

ପୁଷ୍ପ କୀଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ପୁଷ୍ପ+କୀଟ)

[ସମ୍ପାଦନା]
୧. ଭ୍ରମର — ୧. The black bee.
୨. ଫୁଲକୁ ଆକ୍ରମଣ କରିବା ପୋକ — ୨. Any insect attacking flowers.