Jump to content

ପୁଷ୍ପ ଚାପ

ଉଇକିଅଭିଧାନ‌ରୁ

ପୁଷ୍ପ ଚାପ

ଉଚ୍ଚାରଣ

[ସମ୍ପାଦନା]

ପୁଷ୍ପ ଧନୁଃ, ପୁଷ୍ପ ଶରାସନଅନ୍ୟରୂପ

ସଂସ୍କୃତ - ବି—(ବହୁବ୍ରିହୀ; ପୁଷ୍ପ+ଚାପ)

[ସମ୍ପାଦନା]
୧. ମଦନ; କନ୍ଦର୍ପ — ୧. Cupid.
୨. (ମ. ପ. କର୍ମଧା) କନ୍ଦର୍ପଙ୍କ କର ଧୃତ ଧନୁ —୨. The bow of cupid.

[ଦ୍ରଷ୍ଟବ୍ୟ — ଏହା ପାଞ୍ଜଗୋଟି ଫୁଲରେ ପ୍ରସ୍ତୁତ ଯଥା—ଅରବିନ୍ଦ, ଅଶୋକ, ଚୂତ, ନବମଲ୍ଲିକା, ଓ ରକ୍ତୋତ୍ପଳା].