Jump to content

ପୁଷ୍ପ ଦାମ

ଉଇକିଅଭିଧାନ‌ରୁ

ପୁଷ୍ପ ଦାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଷ୍ପ+ଦାମନ=ମାଳ)

[ସମ୍ପାଦନା]
୧. ଫୁଲର ମାଳା — ୧. A garland or wreath of flowers.
୨. ୧୯: ଅକ୍ଷର ପାଦବିଶିଷ୍ଟ ଛନ୍ଦୋବିଶେଷ — ୨. A metre consisting of lines of ୧୯ letters.

[ଦ୍ରଷ୍ଟବ୍ୟ —ଶିବ ମହିମ୍ନଃ ସ୍ତବ ଏହି ଛନ୍ଦରେ ରଚିତ]