Jump to content

ପୁଷ୍ପ ଦ୍ରବ

ଉଇକିଅଭିଧାନ‌ରୁ

ପୁଷ୍ପ ଦ୍ରବ

ଉଚ୍ଚାରଣ

[ସମ୍ପାଦନା]

(ପୁଷ୍ପନିର୍ଯ୍ୟାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଟୀ ତତ୍, ପୁଷ୍ପ+ଦ୍ରବ)

[ସମ୍ପାଦନା]
୧. ପୁଷ୍ପ ସାର — ୧. Essence of flowers.
୨. ମଧୂ; ମକରନ୍ଦ; ମହୁ — ୨. Honey.