Jump to content

ପୁଷ୍ପ ବିଷ

ଉଇକିଅଭିଧାନ‌ରୁ

ପୁଷ୍ପ ବିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଆଯୂର୍ବେଦୋକ୍ତ ପାଞ୍ଚ ପ୍ରକାର ବିଷାକ୍ତ ଫୁଲ (ଜ୍ଞାନେନ୍ଦ୍ର) —Five poisonous flowers. mentioned in the āyurbeda.

[ଦ୍ରଷ୍ଟବ୍ୟ —ବେକ୍ର, କଦମ୍ୱ, ବଲ୍ଲିଜ. କରମ୍ୱ ଓ ମହାକରମ୍ଭ ଏମାନ— ଙ୍କର ଫୁଲ ବିଷାକ୍ତ ଅଟେ ଓ ଏହା ଖାଇଲେ ପେଟ ଫାମ୍ପି ବାନ୍ତି ଓ ମୃର୍ଚ୍ଛା ହୁଏ]