ପୁଷ୍ପ ବୃଷ୍ଟି
ଦେଖଣା
ପୁଷ୍ପ ବୃଷ୍ଟି
ଉଚ୍ଚାରଣ
[ସମ୍ପାଦନା](ପୁଷ୍ପବର୍ଷଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୁଷ୍ପ+ବୃଷ୍ଟି)
[ସମ୍ପାଦନା]ଶୂନ୍ୟରୁ ବା ଉପରରୁ ବର୍ଷିଲା ପରି ଫୁଲ ପଡ଼ିବା —The raining of showering of flowers on a person from above or the sky.
[ଦ୍ରଷ୍ଟବ୍ୟ —ପୂର୍ବେ ଦେବତାମାନେ କୌଣସି ବ୍ୟକ୍ତି ଉପରେ ସନ୍ତୁଷ୍ଟ ହେଲେ ତା ଉପରେ ଆକାଶରୁ ପୁଷ୍ପବୃଷ୍ଟି କରୁଥିଲେ ଏବେ କୋଠା ଉପରେ ଚଢ଼ି ଲୋକେ ତଳେ ଯାଉଥିବା ବ୍ୟକ୍ତି ଉପରେ ଫୁଲ ପକାଉ ଅଛନ୍ତି]