ପୁଷ୍ପ ଭୂଷଣ
ଦେଖଣା
ପୁଷ୍ପ ଭୂଷଣ
ଉଚ୍ଚାରଣ
[ସମ୍ପାଦନା](ପୁଷ୍ପ ମଣ୍ଡନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତୃତୀୟା ତତ୍; ପୁଷ୍ପ+ଭୂଷଣ)
[ସମ୍ପାଦନା]- ୧. ଫୁଲରେ ମଣ୍ଡଣି ହେବା —୧. Flower decoration; bedecking one-self with flowers; adorning the body with flowers.
- ୨. (୬ଷ୍ଠୀ ତତ୍) ପୁଷ୍ପଦ୍ୱାରା ରଚିତ ଅଳଙ୍କାର —୨. Ornament. made of flowers insted of gold and jewellery.