ପୁଷ୍ପ ମିତ୍ର
ଦେଖଣା
ପୁଷ୍ପ ମିତ୍ର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମିତ୍ର ବଂଶର ସ୍ଥାପନ କର୍ତ୍ତା —The founder of the Mitra dynasty.
[ଦ୍ରଷ୍ଟବ୍ୟ —ଏ ମୌର୍ଯ୍ୟବଂଶର ଶେଷ ରାଜାଙ୍କୁ ବଧ କରି ମୌର୍ଯ୍ୟ ସିଂହାସନ ଅଧିକାର କରିଥିଲେ ଓ ସମଗ୍ର ଆର୍ଯ୍ୟାବର୍ତ୍ତନରେ ଏକେଶ୍ୱର ସମ୍ରାଟ ହୋଇଥିଲା ସେ ବ୍ରାହ୍ମଣ ଥିବାରୁ ତାଙ୍କ ରାଜତ୍ୱରେ ବୌଦ୍ଧ ଧର୍ମ ପରିବର୍ତ୍ତରେ ବ୍ରାହ୍ମଣ ଧର୍ମ ପୁଣ ପ୍ରସାର ପାଇଥିଲା— କୃପାସିନ୍ଧୁ. ଇତିହାସ]