Jump to content

ପୁଷ୍ୟଳକ

ଉଇକିଅଭିଧାନ‌ରୁ

ପୁଷ୍ୟଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପୁଷ୍ ଧାତୁ+ ଇ=ପୁଷି=ପୁଷ୍ଟି ନିମିତ୍ତ+ଅଳ୍ ଧାତୁ =ପର୍ଯ୍ୟାପ୍ତ ହେବା+ କର୍ତ୍ତୃ. ଅ; ପୁକ୍ଷ୍ୟଳ+କ)

[ସମ୍ପାଦନା]
୧. ଗନ୍ଧମୃଗ; କସ୍ତୁରୀ ମୃଗ —୧. Musk deer.
୨. କ୍ଷପଣକ —୨. A naked mendicant.
୩. କୀଳା; ଗୋଜା —୩. A pin; peg; bolt; stake.