ପୁଷ୍ୟାଧୀନ
(ଯଥା—ସେ ପୁଲାଟି ଆମ୍ଭର ଆମ୍ଭର ପୁଷ୍ୟାଧୀନରେ ଥିଲା)
ଅନ୍ୟଦ୍ୱାରା ପ୍ରତିପାଳିତ ବା ପୋଷା ଯାଉଥିବା — Maintained by another.