ପୁଷ୍ୟ ସ୍ନାନ
ଦେଖଣା
ପୁଷ୍ୟ ସ୍ନାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]ପୌଷ ପୂର୍ଣ୍ଣିମା; ପୌଷ ମାସରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରକୁ ଗମନ କଲେ ଯେଉଁ ଯୋଗ ହୁଏ ତହିଁରେ ରାଜା ଓ ଦେବତାଙ୍କର ସ୍ନାନ; ପୁଷ୍ୟାଭିଷେକ — A sacred bath taken at the conjuction of the moon with the 'Pushyā' asterism; fullmoon day of the month of 'P&aline;&uline;sha'.