ପୁଷ ମାସ
ଦେଖଣା
ପୁଷ ମାସ
ଉଚ୍ଚାରଣ
[ସମ୍ପାଦନା](ପୁଷମାସ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୌଷ+ମାସ)
[ସମ୍ପାଦନା]- ୧. ପୌଷ ମାସ; ମାର୍ଗଶିର ମାସର ପରବର୍ତ୍ତୀ ଚାନ୍ଦ୍ର ମାସ —୧. The month of P&aline;&uline;sha (December-January).
- ୨. (ଲକ୍ଷଣାର୍ଥ) ଆନନ୍ଦର ସମୟ — ୨. Time of merriment and Plenty.
[ଦ୍ରଷ୍ଟବ୍ୟ —ପୁଷ ମାସରେ ଧାନ ଫସଲ କଟା ହେବାରୁ ଧାନ ପାଇଁ ଚାଷୀ ଓ ମୂଲିଆମାନେ ଆନନ୍ଦରେ ଦିନ କାଟନ୍ତି ପୁଷ ମାସରେ ଆମ ଦେଶରେ ଅତି ଗରୀବ ମୂଲିଆ ଲୋକ ମଧ୍ୟ ପରର ଧାନ କାଟି ତହିଁ ପାଇଁ ଧାନ ମୂଲ ପାଏ ଏଥିପାଇଁ ଆନନ୍ଦ ଓ ଖାଦ୍ୟ ପ୍ରାଚୁର୍ଯ୍ୟର ସମୟ ଅର୍ଥରେ ପୁଷ ମାସ ବ୍ୟବହୃତ ହୁଏ ଯଥା—କାହାର ପୁଷମାସ, କାହାର ସର୍ବନାଶ—ଢଗ ]