Jump to content

ପୁସ୍ତକାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ପୁସ୍ତକାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁସ୍ତକ+ଆଚାର୍ଯ୍ୟ)

[ସମ୍ପାଦନା]

ଯେଉଁ ବ୍ୟ୍ୟକ୍ତି ବୈଦିକ ଅନୁଷ୍ଠାନରେ ପୁସ୍ତକ ପାଠ କରି ପୁରୋହିତଙ୍କ ସାହାର୍ଯ୍ୟ କରନ୍ତି —A person who reads the book during the performence of a rite.