ପୁସ୍ତା
ଦେଖଣା
ପୁସ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୁସ୍ତାହ୍)
[ସମ୍ପାଦନା]- ୧. ଉଚ୍ଚ ପକ୍କା କାନ୍ଥକୁ ମଜଭୂତ କରିବା ପାଇଁ ତାହା ପଛରେ ଦିଆଯିବା ଠେଁସ କାନ୍ଥ — ୧. A buttress added to strengthen a high wall; a bulwark.
- ୨. ବନ୍ଧା ହେବା ବହି ବାନ୍ଧିବା ସମୟରେ ବହିର ପିଠି ପାଖରେ ଆଡ଼ ବାଗରେ ଯେଉଁ ସୂତା ବା କନା ଦିଆଯାଏ ଓ ବହିର ଫର୍ମାମାନ ସିଲାଇ ହୋଇଥିବା ସୂତାମାନଙ୍କୁ ଯେ ଟାଣି ରଖେ ଏବଂ ଯାହା ମଲାଟରେ ସଂଯୁକ୍ତ ହୁଏ (କବାଟର କବଜାଦ୍ୱାରା ଯେଉଁ କାର୍ଯ୍ୟ ହୁଏ ପୁସ୍ତାଦ୍ୱାରା ବନ୍ଧା ବହିର ସେହି କାମ ହୁଏ) — ୨. A backing put at the back of a bound book through the threads of the different forms comprising the bound volume.