Jump to content

ପୁସ୍ତାନି

ଉଇକିଅଭିଧାନ‌ରୁ

ପୁସ୍ତାନି

ଉଚ୍ଚାରଣ

[ସମ୍ପାଦନା]

(ପୋସ୍ତାନି—ଅନ୍ୟରୂପ)

  • (file)

ବୈଦେଶିକ - ବି—(ଫାରାସୀ - ପୁସ୍ତାନ୍)

[ସମ୍ପାଦନା]
୧. ମୂଳଦୂଆ — ୧. Foundation.
୨. ବଂଶର ଏକ ପୁରୁଷ — ୧. One generation of a family.
୩. ପୂର୍ବ ପୁରୁଷ —୩. Ancestors.

[ଦ୍ରଷ୍ଟବ୍ୟ —ଉସ୍ତାନି ପରେ ପୁସ୍ତାନି ସହଚର ଶବ୍ଦରୂପେ ବ୍ୟବହୃତ ହୁଏ]