Jump to content

ପୁସ୍ଫୁସ ଶ୍ୱାସକ

ଉଇକିଅଭିଧାନ‌ରୁ

ପୁସ୍ଫୁସ ଶ୍ୱାସକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ପ୍ରାଣୀ—ବିଜ୍ଞାନ ପରିଭାଷା)

[ସମ୍ପାଦନା]

ଫୁସ୍ଫୁସ୍ଦ୍ୱାରା ଯେଉଁ ପ୍ରାଣୀ ସ୍ଥଳଭାଗରେ ଶ୍ୱାସ ଗ୍ରହଣ କରେ; (ଯେଉଁ ଗେଣ୍ଡାମାନେ ଶୁଖିଲା ଚଳନ୍ତି — Pulmonte (snails).

ବିଶେଷ୍ୟ -

[ସମ୍ପାଦନା]

ସ୍ଥଳଜ ଶମ୍ୱୁକ; ଗେଣ୍ଡା —The land snail; the pulmonate; the garden snail.