ପୁହାଇବା
ଦେଖଣା
ପୁହାଇବା
ଉଚ୍ଚାରଣ
[ସମ୍ପାଦନା](ପୋହାଇବା—ଅନ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ପ୍ରଭାତ)
[ସମ୍ପାଦନା]- ୧. ରାତିଯାକ ଚେଇଁ ରହିବା —୧. To remain awake throughout the night.
- ୨. ପୁଆଇବା; ରାତ୍ରି ପ୍ରଭାତ ହେବା ପର୍ଯ୍ୟନ୍ତ ସମୟ ଅତିବାହିତ କରିବା —୨. To pass the night till dawn; to let the night dawn.
କାମିନୀ ସଙ୍ଗେ ପୁହାଭ ତୁ ରାତି— କୃଷ୍ଣସିଂହ, ମହାଭାରତ, ସଭା
- ୩. ଅତିବାହିତ କରିବା; ସମୟ କ୍ଷେପଣ ବା ନଷ୍ଟ କରିବା — ୩. To while away the time.
ଦୁଃଖେ ରଜନୀ ପୁହାଇଲା ନିଜ ସଭାରେ ବିଜେ କଲା—ଜଗନ୍ନାଥ. ଭାଗବତ