ପୂଗ
ଦେଖଣା
ପୂଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ପୂ. ଧାତୁ+ ଗ; କିମ୍ୱା ପୃଜ୍ ଧାତୁ+ କରଣ. ଅ)
[ସମ୍ପାଦନା]- ୧. ଗୁବାକ; ଗୁଆ —୧. The areca nut (tree and fruit); Areca Catechu.
- ୨. ସମାଜ — ୨. Society; corporation.
- ୩. ପଣସ ଗଛ —୩. Jack fruit tree.
- ୪. ସମୂହ; ରାଶି; ପୁଞ୍ଜ — ୪. Multitude; collection; heap; quantity.
- ୫. ଛନ୍ଦଃ —୫. Metre.