Jump to content

ପୂଗ ରୋଟ

ଉଇକିଅଭିଧାନ‌ରୁ

ପୂଗ ରୋଟ

ଉଚ୍ଚାରଣ

[ସମ୍ପାଦନା]

(ପୂଗ ରୋଟକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୂଗ= ଗୁଆ ଗଛ+ ରୁଟ୍ ଧାତୁ= ଦୀପ୍ତି ପାଇବା + ଅ; ଯାହା ଗୁଆ ଗଛ ପରି ଦେଖାଯାଏ)

[ସମ୍ପାଦନା]

ହିନ୍ତାଳ ଗଛ —The marshy date tree; Phænix Paludosa.