Jump to content

ପୂଙ୍ଗ

ଉଇକିଅଭିଧାନ‌ରୁ

ପୂଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂଙ୍ଗ)

[ସମ୍ପାଦନା]

ସମୂହ — Collection.

ବଧୂ ଯାଉଛି ସଙ୍ଗେ, ବଡ଼ ମାୟାବୀ ରକ୍ଷସ ପୂଙ୍ଗେ ଭଞ୍ଜ, ବୈଦେହୀଶବିଳାସ