Jump to content

ପୂଜକ

ଉଇକିଅଭିଧାନ‌ରୁ

ପୂଜକ

ଉଚ୍ଚାରଣ

[ସମ୍ପାଦନା]
(ପୂଜିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୂଜ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ପୂଜା କରେ —Worshipping.

ବିଶେଷ୍ୟ -

[ସମ୍ପାଦନା]
୧. ଉପାସକ —୧. A worshipper.
୨. ଦେବତାଙ୍କ ପୂଜାହାରୀ —୨. A priest of a Deity.