Jump to content

ପୂଜନୀୟ

ଉଇକିଅଭିଧାନ‌ରୁ

ପୂଜନୀୟ

ଉଚ୍ଚାରଣ

[ସମ୍ପାଦନା]
(ପୂଜନୀୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୂଜ୍ ଧାତୁ+ କର୍ମ. ଅନୀୟ)

[ସମ୍ପାଦନା]

ବନ୍ଦନୀୟ; ଆରାଧ୍ୟ; ପୂଜିତ ହେବାର ଯୋଗ୍ୟ — Fit to be worshipped or revered; adorable; reverend.